ଲୁଚ୍ଚା
ଦେଖଣା
ଲୁଚ୍ଚା
ଉଚ୍ଚାରଣ
[ସମ୍ପାଦନା]ଲୁଚ୍ଚାପଣ ଲୁଚ୍ଚାପଣିଆ'
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଲୁକ୍ ଧାତୁ; ତୁଳ. ଇଂରାଜୀ - ଲେଚର୍=ଲମ୍ପଟ)
[ସମ୍ପାଦନା]- ୧. ଲୋଚ୍ଚା; ଲମ୍ପଟ — ୧. Lecherous libidinous.
- ୨. ଚୋରିକରିବା ସ୍ୱଭାବଯୁକ୍ତ — ୨. Thievish.
- ୩. ଖେଚଡ଼ା; ଦୁଷ୍ଟ — ୩. Wicked; wanton.
- ୪. (ସଂସ୍କୃତ - ଲୁଞ୍ଚିତ) ଅକୁଞ୍ଚିତ; ସଙ୍କୁଚିତ —୪. Contracted.
- ୫. (ସଂସ୍କୃତ - କୁଞ୍ଚିତ) କୁଞ୍ଚିତ — ୫. Cured.