ଲୁଚ୍ଚା ଲୁଙ୍ଗ୍ଡ଼ା
ଦେଖଣା
ଲୁଚ୍ଚା ଲୁଙ୍ଗ୍ଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଚ୍ଚା ଲୁଙ୍ଗ୍ଡ଼ା
|
[ଲୁଚ୍ଚାଲୁଙ୍ଗ(ଙ୍ଗୁ)ଡ଼ିଆ—ଅନ୍ୟରୂପ]
ଲୁଚ୍ ଲୁଙ୍ଗ(ଙ୍ଗୁ)ଡ଼ିଆ—ଅନ୍ୟରୂପ]
ଲୁଚ୍ଚ ଲୁଙ୍ଗ(ଙ୍ଗୁ)ଡ଼ୀ(ରୀ) ଲୁଚ୍ଚାଲୁଙଅଗ୍(ଙ୍ଗୁ)ଡ଼େ (ରେ)ଈସ୍ତ୍ରୀ
ଦେଶଜ - ବିଶେଷଣ - ପୁଲିଙ୍ଗ - (ସହଚର)
[ସମ୍ପାଦନା]- ୧. ଦୁଷ୍ଟ ଓ ନଷ୍ଟ ଚରିତ୍ର —୧. Wicked and immoral.
- ୨. ଲମ୍ପଟ ଓ ଚୋର — ୨. Lecherous and thiveish.