ଲୁଛିବା
ଦେଖଣା
ଲୁଛିବା
ଉଚ୍ଚାରଣ
[ସମ୍ପାଦନା]ଲୁଛିଯିବା ଲୁଛି ହେବା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଲୁଛିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ସଙ୍କୁଚିତ)
[ସମ୍ପାଦନା]- ୧. ଲଜ୍ଜାଆଦିଦ୍ୱାରା ସଂକୁଚିତ ହେବା —୧. To be contracted through shame or modesty.
[ଉ—ଲୁଛିଯାଇ ତାହାର ହିତପଣ, ମୋ ରତନ ଜୀବନ ଧନ ପ୍ରାଣ— ପ୍ରାଚୀ. ରହସ୍ୟମଞ୍ଜରୀ] ===
- ୨. ଲଜ୍ଜିତ ହେବା — ୨. To be ashamed; to crestfallen; to blush; to be modest.
- ୩. ଅନ୍ୟର ଶୋଭାଆଦିଦ୍ୱାରା ମୁଗ୍ଧ ହେବା —୩. To be charmed with another's beauty.
- ୪. କୌଣସି ବ୍ୟକ୍ତିଠାରେ ବା ବିଷୟରେ ସମ୍ପୂର୍ଣ୍ଣରୂପେ ଆସକ୍ତ ହେବା — ୪. To be completely attached to amatter, thing or person.
- ୫. ଦୁଃଖରେ ଅଭିଭୂତ ହୋଇପଡ଼ିବା —୫. To be overwhelmed with grief.
[ଉ—ଲୁଛି ହୋଇଯିବ ଉଠ ମୋ ବାପା— ପ୍ରାଚୀ. ରହସ୍ୟମଞ୍ଜରୀଞ୍ଜ]
- ୬. ଅନ୍ୟ ପଦାର୍ଥ ସଙ୍ଗେ ରୂପ, ଗୁଣ ଆ ଆକାର ଆଦିରେ ସମ୍ପୂର୍ଣ୍ଣରୂପେ ସମାନ ହେବା —୬. To coincide with another; to fit in with a thing; to fully tally.
[ଯଥା—ଏ ଅଳଙ୍କାରଗୁଡ଼ିକ ବୋହୁ ଦୁହକୁ ଲୁଛି ଯାଇଛି]