Jump to content

ଲୁଞ୍ଚନ

ଉଇକିଅଭିଧାନ‌ରୁ

ଲୁଞ୍ଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୁଞ୍ଚ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଆଙ୍ଗୁଠିରେ ଧରି ବଳପୂର୍ବକ ଉତ୍ପାଟନ କରିବା (ହିଶ) — ୧. Uprooting with force.
୨. କାଟିବା; ବର୍ତ୍ତନ —୨. Cutting.
୩. ଛିଣ୍ଡାଇବା — ୩. Tearing off; plucking.
୪. ଚୋପା ଛଡାଇବା ୪. Peeling off.