ଲୁଟାଇବା
ଦେଖଣା
ଲୁଟାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଲୁଟାଇଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଲୁଟାଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୁଟ୍, ଲୁଠ୍, ଲୁଣ୍ଠ ଧାତୁ; ଲୁଟିବାର ଣିଜନ୍ତି ରୂପ)
[ସମ୍ପାଦନା]- ୧. ଅନ୍ୟମାନଙ୍କଦ୍ୱାରା କୌଣସି ବ୍ୟକ୍ତିର ଧନ ଦ୍ରବ୍ୟାଦି ଲୁଣ୍ଠିତ କରାଇବା —୧. To cause others to loot a person's property.
- ୨. (ଲକ୍ଷଣାର୍ଥ)—ଅପବ୍ୟୟିତ କରିବା —୨. (fig) To waste; squander.
[ଉ—ତୋ ଗନ୍ତାଇତ ଗନ୍ତାଘରକୁ ଲୁଟାଇ କୃଷ୍ଣସିଂହ. ମହାଭାରତ ବନ]
- ୩. (ଅନ୍ୟ ବ୍ୟକ୍ତି ବା ବସ୍ତୁକୁ) ଭୂମିରେ ଲୁଣ୍ଠିତ କରାଇବା —୩. To cause to roll or wallow on the ground.
[ଉ— ଧରାରେ ତରୁଣ ଶିର ଆଉ ରଣ ଲୁଟାଇଲେ ନ ପଚାରିବାର କବିସୂର୍ଯ୍ୟ. ସଙ୍ଗୀତ]