Jump to content

ଲୁଟି

ଉଇକିଅଭିଧାନ‌ରୁ

ଲୁଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୁଣ୍ଠନ)

[ସମ୍ପାଦନା]
୧. ଦ୍ରବ୍ୟାଦିର ଲୁଣ୍ଠନ; ଡକାଇତି — ୧. Looting; dacoity; plunder; rapine.
୨. ନଟେଇ; ସୂତା ଗୁଡ଼ିଆ ହେବାର ଯନ୍ତ୍ର —୨. A Contrivance or reel for winding thread

[ଉ—ଅରଟ ଗୁଇଁ ଗାଇଁଲୋ ବୁଢ଼ି! ତୋ ସୁତା ଲୁଟି କାହିଁ, ସୁତା ଲୁଟି ନାହିଁରେ ବୁଢ଼ା! ନିତି ହାଟକୁ ଯାଇଁ ଅରଟ ଗୀତ]

୩. ସୂତା ଗୁଡିଆ ହୋଇଥିବା ଗୋଟାଳି — ୩. A skin or ball of thread.