ଲୁଟିଆ
ଦେଖଣା
ଲୁଟିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ଲୁଟିଆରା(ଳା)—ଅନ୍ୟରୂପ]
ଦେଶଜ - ବି
[ସମ୍ପାଦନା]ଲୁଣ୍ଠନକାରୀ; ବଳ ଓ ଅତ୍ୟାଚାର ପୂର୍ବକ ଦ୍ରବ୍ୟ ଅପହରଣକାରୀ ବ୍ୟକ୍ତି; ଡକେଇତ —Plun derer; freebooter; dacoit; robber.
[ଉ—ବସନ ଲୁଟିଆ, ରସବିନୋଦିଆ ରସରେ ନ ଥିଲେ ରସି କବିସୂର୍ଯ୍ୟ
ପ୍ରାଦେଶିକ - (ଯାଜପୁର ଓ ବାଲେଶ୍ୱର ଆଦି ଅଞ୍ଚଳ) ବିଶେଷ୍ୟ -
[ସମ୍ପାଦନା]ଲୋଟିଆ; ଛୋଟ ଢ଼ାଳ — A small water-pot of metal.