Jump to content

ଲୁଟିବା

ଉଇକିଅଭିଧାନ‌ରୁ

ଲୁଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୁଠ୍ ଧାତୁ)

[ସମ୍ପାଦନା]
୧. ଦ୍ରବ୍ୟାଦି ଲୁଣ୍ଠନ କରିବା —୧. To plunder; to loot

[ଉ—ଗଲେ ହେଲେ ଜାତି ମହତ୍ତ୍ୱ ସମ୍ପତ୍ତି ଫିଟି ତୁଟି ଲୁଟି ଯାଉ କବିସୂର୍ଯ୍ୟସଙ୍ଗୀତ]

୨. ଭୂମିରେ ଲୁଣ୍ଠିତ ହେବା —୨. To roll or wallow on the ground; to welther.

[ଉ—ଦେବ— ରାଜଙ୍କ ପାଦତଳରେ ଲୁଟିଲେ କୃଷ୍ଣସିଂହ. ମହାଭାରତ. ବନ]

୩. (ଲକ୍ଷଣାର୍ଥ) ପୂର୍ଣ୍ଣରୂପେ ଉପଭୋଗ କରିବା —୩. (figurative) To enjoy to the fill.

[ଉ—ଲଗାଇଛ ହଟ ଯେଉଁ ରସରେ, ଲୁଟିବ ସିନା କାଲି ପ୍ରଦୋଷରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଲ. ଗୀତା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିଠାରୁ କୌଣସି ପଦାର୍ଥ ଜବରଦସ୍ତି ଛଡ଼ାଇ ନେବା —To forcibly snatch away a thing from a person.