ଲୁଟି କରିବା
ଦେଖଣା
ଲୁଟି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଟି କରିବା
|
(ଲୁଟିନେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦ୍ରବ୍ୟାଦି ବଳପୂର୍ବକ ଅପହରଣ କରିବା — ୧. To loot; to plunder; to commit dacoity.
[ଉ—ଯେ ପୁଣି କପଟେ ଲୁଚି ନଦୀ ତଟେ ଲୁଟଇ ପାଲଟା ବାସ ଗୋ କବିସୂର୍ଯ୍ୟ. ସଙ୍ଗୀତ]
- ୨. (ଲକ୍ଷଣାର୍ଥ) ଲୋପ କରିବା — ୨. (figurative) To destroy.
[ଉ—ଜ୍ଞାନ ଘର ଗୋଟିକି କରିଦେଲେ ଲୁଟି କୃଷ୍ଣସିଂହ. ମହାଭାରତ ସଭା]