ଲୁଡ଼କି
ଦେଖଣା
ଲୁଡ଼କି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଲୁଳ୍ ଧାତୁ; କିମ୍ୱା ଲୁଡ଼୍ ଧାତୁ)
[ସମ୍ପାଦନା]ନୁଡ଼ୁକା; ସ୍ତ୍ରୀଲୋକମାନଙ୍କର କାନର ଉପରିଭାଗରେ ଛିଦ୍ର କରାଯାଇ ତହିଁରେ ଓ ନାକର ଛିଦ୍ରରେ ଗଳିଥିବା ଫାସିଆ ଓ ଉକ୍ତ ଫାସିଆରୁ ଝୁଲୁଥିବା ଝୁଲ ବା ପେଣ୍ଡୀ —A pendant attached to a ring which is put into a bore on the upper part of the ear or in the septum of the nose.
ଦେଶଜ - ବିଣ
[ସମ୍ପାଦନା]- ୧. ନଡ଼ନଡ଼ିଆ; ଶ୍ଳଥ —୧. Slackened.
- ୨. ଶ୍ଳଥଭାବରେ ଝୁଲୁଥିବା —୨. Hanging loosely.
[ଦ୍ରଷ୍ଟବ୍ୟ —ଲଡ଼ୁଥିବା ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୋଇ ବିଶେଷଣରେ ହାତଲଡ଼ୁ ବା (ଯାହାର ହାତ ଝୁଲୁଥାଏ) ଓ କାନ ଲୁଡୁ ବା (ଯାହାର କାନ ଝୁଲୁଥାଏ); ଓ ବିଶେଷ୍ୟରେ କାନ ଲୁଡ଼ୁ କା(କାନର ଉପରି ଭାଗରେ ଛିଦ୍ର ମଧ୍ୟ ଦେଇ ଝୁଲୁଥିବା (ଅଳଙ୍କାର ବିଶେଷ) ଆଦି ଶବ୍ଦ ହୁଏ]