ଲୁଣମନ୍ତୁରେଇବା
ଦେଖଣା
ଲୁଣମନ୍ତୁରେଇବା
nn
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଲବଣ+ମନ୍ତ୍ର ଧାତୁ)
[ସମ୍ପାଦନା](ପେଟଟଣା ଆଦି) ରୋଗ
ଅନୁବାଦ
[ସମ୍ପାଦନା]ଲୁଣମନ୍ତୁରେଇବା
|
[ଲୁଣ ମନ୍ତୁରିବା—ଅନ୍ୟରୂପ]
(ଲୁଣ ମନ୍ତୁରା—ବି) କମିବା ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ପାଇଁ ମନ୍ତ୍ର ପାଠପୂର୍ବକ ଲୁଣକୁ ଫୁଙ୍କିବା —To hallow or consecreate a quanitity of salt with mystic incatations to be used as medicine.