Jump to content

ଲୁଣାମାଛ

ଉଇକିଅଭିଧାନ‌ରୁ

ଲୁଣାମାଛ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମଧୁର ମାଛ—ବିପରୀତ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲବଣ+ମତ୍ସ୍ୟ)

[ସମ୍ପାଦନା]

ସାମୁଦ୍ରିକ ମାଛ — Sea—fish.

[ଦ୍ରଷ୍ଟବ୍ୟ —ଅନେକପ୍ରକାର ଲୁଣୀ ମାଛ ସମୁଦ୍ରରେ ଓ ପୁରୀ ଜିଲ୍ଲାର ଚିଲିକା ହ୍ରଦରେ ମିଳନ୍ତି ଏମାନଙ୍କ ମଧ୍ୟରେ ଖଙ୍ଗା, ଶାହାଳ, କଲାଖୁରାଣ୍ଟି, ବିଛାବାଳିଆ ଚୁଙ୍ଗୁଡ଼ି, ଡାହାଙ୍ଗିରି ଓ ଘି ଚାନ୍ଦିଆ ପ୍ରଧାନ]