ଲୁଣି
ଦେଖଣା
ଲୁଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଲବଣାକ୍ତ)
[ସମ୍ପାଦନା]- ୧. ଲବଣାକ୍ତ —୧. Saline.
- ୨. ଲବଣସ୍ୱାଦ ବିଶିଷ୍ଟ —୨. Having a saline taste.
[ଉ—ଲୁଣି ମଣିଲି ମୁଁ ମଧୁ ଝରକୁ— କବିସୂର୍ଯ୍ୟ. ସଙ୍ଗୀତ]
- ୩. ଯହିଁର ଜଳ ଲୁଣିଆ (ଯଥା—ନଦୀ) —୩. Havinmg saline water
- ୪. ଜୁଆରିଆ (ନଈ) —୪. Tidal (river)
- ୫. ସାମୁଦ୍ରିକ (ମାଛ) —୫. Of the sea (fishes).