ଲୁଣିଆଘର ଝିଅ
ଦେଖଣା
ଲୁଣିଆଘର ଝିଅ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଣିଆଘର ଝିଅ
|
(ଲୁଣିଆ ଝିଅ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ବ୍ୟଙ୍ଗୀ)
[ସମ୍ପାଦନା]ମହାଲକ୍ଷ୍ମୀ — Goddess Lakshmī
[ଦ୍ରଷ୍ଟବ୍ୟ —ସମୁଦ୍ରର ଦେବତା ବରୁଣ ଥିବାରୁ ଓ ଲକ୍ଷ୍ମୀ ସମୁଦ୍ରରୁ ଜାତ
ହୋଇଥିବାରୁ ପୁରାଣରେ ଲକ୍ଷ୍ମୀଙ୍କ 'ଲୁଣିଆଝିଅ' ବୋଲି କଥା ଛଳରେ କୁହାଯାଇଅଛି]