Jump to content

ଲୁଣିଆ ଧଣ୍ଡ

ଉଇକିଅଭିଧାନ‌ରୁ

ଲୁଣିଆ ଧଣ୍ଡ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ବ୍ୟଙ୍ଗ୍ୟ) ବରୁଣ ଦେବତା —୧. The God of ocean.

[ଉ—ବାପ ଯେ ଲୁଣିଆ ଧଣ୍ଡ ମରୁଥାଇ—ଲକ୍ଷ୍ମୀପୁରାଣ]

୨. ସାମୁଦ୍ରିକ ସର୍ପ —୨. Sea serpent.