ଲୁଣି ନଈ
ଦେଖଣା
ଲୁଣି ନଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଣି ନଈ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲବଣାକ୍ତ+ ନଦୀ)
[ସମ୍ପାଦନା]- ୧. ଯେଉଁ ନଦୀର ଜଳ ଲୁଣିଆ —୧. A river full of salt water.
- ୨. ଜୁଆରିଆ ନଈ —୨. A tidal river.
- ୩. କଟକ ଜିଲ୍ଲାର ମହାନଦୀର ଶାଖା ଚିତ୍ରୋତ୍ପଳାର ଗୋଟିଏ ଶାଖାନଦୀ —୩. Name of a small branch river of the Chitrotpaḻā a branch of the Mahānadī in the district of Cuttack.