ଲୁଣ୍ଠକ
ଦେଖଣା
ଲୁଣ୍ଠକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଲୁଣ୍ଠ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ବଳପୂର୍ବକ ଅପହରଣକାରୀ —୧. Plundering.
- ୨. ଲୁଣ୍ଠମାନ; ତଳେ ଗଡ଼ୁଥିବା —୨. Wallowing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ତସ୍କର; ଡକାଇତ; ଲୁଟିଆରା —୧. Dacoit; plunderer.
- ୨. ଯେ ତଳେ ଗଡ଼ୁଥାଏ — ୨. One who rolls on the ground.
- ୩. ମାଂସ ପେଶୀ ବିଶେଷ —୩. Name of the muscle which serves to draw up the testicle; cremaster.