Jump to content

ଲୁଣ୍ଠନ

ଉଇକିଅଭିଧାନ‌ରୁ

ଲୁଣ୍ଠନ

ଉଚ୍ଚାରଣ

[ସମ୍ପାଦନା]

[ଲୁଣ୍ଠା—ଅନ୍ୟରୂପ]

  • (file)

ସଂସ୍କୃତ - ବିଶେଷ୍ୟ -(ଲୁଣ୍ଠ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଭୂମିରେ ଲୋଟିବା; ତଳେ ଗଡ଼ିବା —୧. Wallowing; rolling on the ground.
୨. ବଳପୂର୍ବକ ଅପହରଣ —୨. Plundering.