Jump to content

ଲୁଣ୍ଠିବା

ଉଇକିଅଭିଧାନ‌ରୁ

ଲୁଣ୍ଠିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - କ୍ରିୟାପଦ - (ସଂସ୍କୃତ - ଲୁଣ୍ଠ୍ ଦାତୁ)

[ସମ୍ପାଦନା]
୧. ଲୁଣ୍ଠନ କରିବା — ୧. To plunder.

[ଉ—ଧୃତି ସମ୍ପତ୍ତିକି ଖଣ୍ଟ ଲୁଣ୍ଠେ ଅକୁଣ୍ଠିତେ— ରାଧାନାଥ. ମହାଯାତ୍ରା]

୨. କୌଣସି ବସ୍ତୁକୁ ନିଃଶେଷ କରିନେବା —୨. To exhaust a thing by removing it.
୩. ଭୂମିରେ ଗଡ଼ିବା —୩. To wallow on the ground.