ଲୁଣ୍ଡା
ଦେଖଣା
ଲୁଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଲୁଣ୍ଡିକା)
[ସମ୍ପାଦନା]- ୧. ନିଆଁ ନେବାପାଇଁ କୁଟା ଆଦିର ନୁଣ୍ଡା ଛୋଟ ବରିଆ —୧. Wisp of straw or other inflammable material.
- ୨. ଲିପାପୋଛା କନା ପୁଡ଼ା —୨. A mass of rages used for besmearing cowdung water mixed with clay on the wall or floor for washing them.
[ଦ୍ରଷ୍ଟବ୍ୟ —କୁଟାର ଲୁଣ୍ଡା କରି ଲୋକେ ପିଲାଙ୍କ ଝାଡ଼ାଫେରିଥିବା ବିଷ୍ଠାକୁ ପୋଛି ନିଅନ୍ତି ତାକୁ ଗୁହଲୁଣ୍ଡା ବୋଲାଯାଏ ନିଆଁ ଲୋଗାଇବା ପାଇଁ କୁଟା ଆଦିରେ ଯେଉଁ ଲୁଣ୍ଡା ବ୍ୟବହୃତ ହୁଏ ତାକୁ ନିଆଁ କହନ୍ତି