Jump to content

ଲୁଣ୍ଡିକା

ଉଇକିଅଭିଧାନ‌ରୁ

ଲୁଣ୍ଡିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାତ୍ରାଦି ମାର୍ଚ୍ଚନ ଓ ଘର ଲିପିବା ପାଇଁ ବ୍ୟବହୃତ ତୃଣର କିମ୍ୱା କନାର ଗୋଳକ —୧, A wisp of straw or rags used for smearing ther floor and walls of a house and for rinsing utensils.
୨. ଗୋଲା; ଗୋଳକ; ପିଣ୍ଡ — ୨. A ball; round mass of anything (M.W.)
୩. ସମୁଚିତ ବ୍ୟବହାର —୩. Prpoper conduct (Apte)