Jump to content

ଲୁଣ୍ଡେଇ ପୁଣ୍ଡେଇ ନେବା

ଉଇକିଅଭିଧାନ‌ରୁ

ଲୁଣ୍ଡେଇ ପୁଣ୍ଡେଇ ନେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଲୁଣ୍ଡାଲୁଣ୍ଡି କରିନେବା ଲୁଣ୍ଡା ବୁଲା(ଲେ)ଇବା ଲୁଣ୍ଡି ଲାଣ୍ଡିନେବା ଲୁଣ୍ଡେଇ ନବା ଅନ୍ୟରୂପ

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୁଣ୍ଡ୍ ଧାତୁ)

[ସମ୍ପାଦନା]

କୌଣସି ଘରୁ ସମସ୍ତ ପଦାର୍ଥ ଗୋଟି ଗୋଟି କରି ନିଃଶେଷ କରି ବୋହି ନେବା; ଗୃହର ସମସ୍ତ ଅଂଶରେ (ଲିପିଲା ପରି) ହାତ ବୁଲାଇ ଯେଉଁଠାରେ ଯାହା ଅଛି ତାହା ସମସ୍ତ ନେଇଯିବା; ଘରେ କଳାକନା ବୁଲାଇ ଦେବା — To collect everything from every corner of a place or house and remove the same.

(ଯଥା—ତା ଘରୁ ଚୋରମାନେ ସବୁ ପଦାର୍ଥ ଯାକ ଲଣ୍ଡାଇ ପୁଣ୍ଡାଇ ନେଇଗଲେ)