Jump to content

ଲୁଣ ଖାଇବା

ଉଇକିଅଭିଧାନ‌ରୁ

ଲୁଣ ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିଙ୍କ ଅଧୀନରେ ଚାକିରି କରି ଜୀବିକା ନିର୍ବାହ କରିବା —To eat the salt of a person; to serve under a person.

[ଉ—ଲୁଣ ଖାଇବା ଯାହାର, ଗୁଣ ଗାଇ ତାହାର—ଢଗ ତେ ଲୁଣ ମୁଁ ଖାଇବା ନାହିଁ, କି ତୋଗୁଣ ମୁଁ ଗାଇବି ନାହିଁ—ଢ଼ଗ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୌଣସି ପଦାର୍ଥର ଅଂଶ ଲବଣଦ୍ୱାରା କ୍ଷୟପ୍ରାପ୍ତ ହେବା; ଲୁଣି ମାରିବା —Being eaten or corrded by the effect of salt.