Jump to content

ଲୁଣ ଶଗଡ଼ ପଥରଗଡ଼

ଉଇକିଅଭିଧାନ‌ରୁ

ଲୁଣ ଶଗଡ଼ ପଥରଗଡ଼

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ପିଲାମାନଙ୍କର ଏକପ୍ରକାର ଖେଳ — A kind of boy's game named after the cry uttered by ୨ boys while carrying a ୩rd boy on a seat improvised by entwining their two palms.

[ଦ୍ରଷ୍ଟବ୍ୟ — ଦୁଇଜଣ ଯଥାକ୍ରମେ ଜଣକର ବାମ କରତଳ ସଙ୍ଗେ ଅନ୍ୟର ଡାହାଣ ହାତର କରତଳକୁ ଛନ୍ଦନ୍ତି ଓ ତୃତୀୟ ପିଲା ଉକ୍ତ କରତଳଦ୍ୱୟଦ୍ୱାରା ରଚିତ ଆସନରେ ଆଣ୍ଠୁଭରା ଦେଇ ହାମୁଡ଼େଇ ପଡ଼େ ଓ ଉକ୍ତ ଦୁଇଜଣଙ୍କ କାନ୍ଧରେ ଦୁଇ ହାତକୁ କପାଏ ଉକ୍ତ ଦୁଇଜଣ ଚାଲୁଥାଆନ୍ତି ଓ ମୁହଁରେ ବୋଲୁ ଥାଈନ୍ତି 'ଲୁଣ ଶଗଡ଼ ପଥର ଗଡ଼]