ଲୁପତ
ଲୁପ୍ତ; ଲୋପପ୍ରାପ୍ତ —Destroyed.
(ଉ—ନାନା ଜାତିର ଶସ୍ତ୍ର ଅସ୍ତ୍ରରେ ପୂରିତ, ହୋଇଣ କରେ ସୂର୍ଯ୍ୟକରକୁ ଲପତ—କୃଷ୍ଣସିଂହ. ମହାଭାରତ. ସଭା)