ଲୁପ୍ତ
ଦେଖଣା
ଲୁପ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଲୁପ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ଲୋପପ୍ରାପ୍ତ — ୧. Extinct; annihilated.
- ୨. ବିନଷ୍ଟ ୨. Ruined; destroyed; spoiled; effaced
- ୩. ଗୁପ୍ତ; ଅଦୃଶ୍ୟ ହୋଇଥିବା —୩. Disappeared; concealed.
- ୪. (+ କର୍ମ.ତ) ଅପହୃତ — ୪. Stolen; robbed; plundered.
- ୫. ବହୁକାଳରୁ ଯାହା ବ୍ୟବହାରରେ ଚଳୁ ନାହି — ୫. Obsolete; disused.
- ୬. ଆଚ୍ଛନ୍ନ; ଆବୃତ ୬. Covered.
- ୭. ହଜି ଯାଇଥିବା —୭. Lost
- ୮. (ବ୍ୟାକରଣ) ଲୋପ ପ୍ତ (କୌଣସି ଅକ୍ଷର) — ୮. (Grammer); Dropped; elided (letter)
- ୯. ବାଦ୍ଦିଆ ଯାଇଥିବା —୯. Omitted.
ସଂସ୍କୃତ - ବିଶେଷ୍ୟ - (+ କର୍ମ .ତ)
[ସମ୍ପାଦନା]ଚୋରି ଯାଇଥିବା ପଦାର୍ଥ; ଅପହୃତ ଧନ; ଚୋରାମାଲ — ୯. Stolen article.