ଲୁପ୍ତାକ୍ଷର
ଲୋପକ୍ରିୟା— ପ୍ରାପ୍ତ ଅକ୍ଷର; ଦୁଇଟି ଶଦ୍ଦ ବା ପଦ ସଙ୍ଗେ ପ୍ରତ୍ୟାହାଦି ଯୁକ୍ତ ହେଲେ ବ୍ୟାକରଣର ନିୟମ ଅନୁସାରେ ଯେଉଁ ଅକ୍ଷରଟି ଲୋପପାଏ (ଯଥା—ଗମ୍+ତ=ଗତ; ଏଠାରେ 'ମୁଁ' ଲୁପ୍ତାକ୍ଷର ହୋଇଅଛି ) —(Grammar) A letter which is droped on the formation of a word.