Jump to content

ଲୁପ୍ତୋପମା

ଉଇକିଅଭିଧାନ‌ରୁ

ଲୁପ୍ତୋପମା

ଉଚ୍ଚାରଣ

[ସମ୍ପାଦନା]

(ପୂର୍ଣ୍ଣପମା—ବିପରୀତ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅର୍ଥାଳଙ୍କାର ବିଶେଷ; ଯେଉଁ ଅଳଙ୍କାରରେ ଉପମାବାଚକ ଶବ୍ଦାଦିର ଉଲ୍ଲେଖ ନ ଥାଏ — A figure of speech; a simile where words indicating comparison are not expressly written; a mutilated or elliptical simile.

[ଉ— ହାହା ସେ ଶିରୀଷ ମୃଦୁ ଅଙ୍ଗିନୀ, ହାହା ସେ ଗିରୀଶଯୋଗ ଭଙ୍ଗିନୀ ଭଞ୍ଜ. ରସକହାରାବଳୀ ]

[ଦ୍ରଷ୍ଟବ୍ୟ —ଏଥିରେ ଉପମାନ ଏକ ବା ଏକାଧିକ ଅଙ୍ଗ ପ୍ରକାଶିତ ହୋଇ ନ ଥାଏ]