ଲୁପ୍ ଲାଇନ୍
(କର୍ଡ ଲାଇନ—ବିପରୀତ)
ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବଙ୍କାହୋଇ ଯାଇଥିବା ରେଳ ଲାଇନ ବା ଟେଲିଗ୍ରାଫ୍ ଲାଇନ୍ —Loop line; reved line of a railway or telegraph line.