ଲୁବଧ
ଦେଖଣା
ଲୁବଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଣ(ପଦ୍ୟ)
[ସମ୍ପାଦନା]ଲୁବ୍ଧ (ଦେଖ) - — Lubdha (See)
[ଉ—ତେଣେ ଲୁବଧ୍ ଭୃଙ୍ଗଗଣେ, ଭ୍ରମନ୍ତି ତାର ସନ୍ନିଧାନେ ଜଗନ୍ନାଥ—ଭାଗବତ ]
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ଲୋଭ —Covetousness; avarice.
[ଉ ଆଶା ଲୁବଧରେ ପୂରିଲା କାଳ, ଷଣ୍ଢ ପଛେଧାଇଁ ମଲା ଶିଆଳ ଢ଼ଗ ]
ଲୁବଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ପଦ୍ୟ) (ପ୍ରାଚୀନ ପ୍ରୟୋଗ) (ସଂସ୍କୃତ - ଲୁବଧ୍)
[ସମ୍ପାଦନା]ଲୁବଧ୍ (ଦେଖ) - —Lubdha (See)
[ଉ—ଏ ରୂପ ଦେଖି ଆମ୍ଭ ବୁଦ୍ଧି, ନିରତେ ହୋଇଣ ଲୁବୁଧି ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ ]