ଲୁବୁଧ
ଦେଖଣା
ଲୁବୁଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଣ(ପଦ୍ୟ)
[ସମ୍ପାଦନା]ଲୁବ୍ଧ (ଦେଖ) - — Lubdha (See)
[ଉ—ତେଣେ ଲୁବଧ୍ ଭୃଙ୍ଗଗଣେ, ଭ୍ରମନ୍ତି ତାର ସନ୍ନିଧାନେ ଜଗନ୍ନାଥ—ଭାଗବତ ]
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ଲୋଭ —Covetousness; avarice.
[ଉ ଆଶା ଲୁବଧରେ ପୂରିଲା କାଳ, ଷଣ୍ଢ ପଛେଧାଇଁ ମଲା ଶିଆଳ ଢ଼ଗ ]