ଲୁବ୍ଧ
ଦେଖଣା
ଲୁବ୍ଧ
ଉଚ୍ଚାରଣ
[ସମ୍ପାଦନା](ଲୁବ୍ଧା—ସ୍ତ୍ରୀ)
(ଲୁବଧ୍ତା—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲୁଭ୍ ଧାତୁ= ଲଭିବାକୁ ଇଚ୍ଛା କରିବା +କର୍ତ୍ତୃ. ତ)
[ସମ୍ପାଦନା]- ୧. ମୁଗଧ୍; ପ୍ରଲୋଭିତ —୧. Allured; tempted; enchanted.
- ୨. ଲୋଭଗ୍ରସ୍ତ; ଲୋଲୁପ; ଲାଳାୟିତ —୨. Coveting; hankering after; longing for.
- ୩. ଲୋଭୀ — ୩. Covertous; avaricious.
- ୪. ଲମ୍ପଟ — ୪. Lecherous.
- ୫. କାମୁକ —୫. Amorous; lustful.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନକ୍ଷତ୍ର ବିଶେଷ; ଶ୍ୱା —୧. Name of a star; the dog star.
- ୨. ଲୁବଧ୍କ; ବ୍ୟାଧ — ୨. A hunter.
- ୩. କାମୂକବ୍ୟକ୍ତି — ୩. A lecher; alibertine (Apte).
- ୪. ଲୋଭୀ ବା ପେଟୁ ବ୍ୟକ୍ତି — ୪. A covertous or greedy man.