ଲୁବ୍ଧକ
ଦେଖଣା
ଲୁବ୍ଧକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଲୁବଧ୍+କ)
[ସମ୍ପାଦନା]- ୧. ଲମ୍ପଟ —୧. Lecherous.
- ୨. ଲୋଭୀ —୨. Covertous; avarious.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ୟାଧ — ୧. Hunter.
- ୨. ପ୍ରଶ୍ୱନକ୍ଷତ୍ର —୨. The star Sirius.
- ୩. ପାୟୁ ଇନ୍ଦ୍ରିୟ —୩. Anus.
[ଉ— ବୈଶସ ବିଷୟକୁ ଯାଇ, ଲୁବଧ୍କ ମନ୍ତ୍ରୀ ସଙ୍ଗେ ଥାଇ ଜଗନ୍ନାଥ—ଭାଗବତ ]
- ୪. ପିଚା; ପଶ୍ଚାଦ୍ଭାଗ — ୪. The hinder part (Apte).
- ୫. ଲୋଭୀ ବା ପେଟୁବ୍ୟକ୍ତି — ୫. A covetous or greedy man (Apte).
- ୬. କାମୁକ ବ୍ୟକ୍ତି — ୬. A libertine (Apte),