Jump to content

ଲୁବ୍ଧ ନେତ୍ର

ଉଇକିଅଭିଧାନ‌ରୁ

ଲୁବ୍ଧ ନେତ୍ର

ଉଚ୍ଚାରଣ

[ସମ୍ପାଦନା]

(ଲୁବଧ୍ ଲୋଚନ—ଅନ୍ୟରୂପ)

ଲୁବଧ୍ ନେତ୍ରା ଲୁବଧ୍ ଲୋଚନା ସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ଲାଳସାପୂର୍ଣ୍ଣ ଦୃଷ୍ଟି —Covetous look; lustful eyes.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହୀ)

[ସମ୍ପାଦନା]

ଲାଳସାପୂର୍ଣ୍ଣ ଦୃଷ୍ଟିଯୁକ୍ତ — Casting covetous glances; eying lustfully.