Jump to content

ଲୁଲାପ

ଉଇକିଅଭିଧାନ‌ରୁ

ଲୁଲାପ

ଉଚ୍ଚାରଣ

[ସମ୍ପାଦନା]
(ଲୁଲାପୀ[ୟୀ]—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁ (ଲୁପ୍ ଧାତୁ=ଆଲୋଡ଼ନ କରିବା+ଅ; ନିପାତନ, କିମ୍ୱା ଲୁଳ୍= ବିଲୋଡ଼ନ+ଅପ୍ ଧାତୁ+ଅ; ନିପାତନ)

[ସମ୍ପାଦନା]

ମହିଷ; ମଇଁଷି — Buffalo.

[ଉ-ବିଶିଷ୍ଟ ବିଶେଷ୍ୟ - ଧୂମ୍ରାକ୍ଷ ନାହିଁ ଲକ୍ଷ୍ୟ ଯା ଲକ୍ଷ ଲୁଲାପ ରଥେ ଯୋଚି ଯ—ଭଞ୍ଜ. ବୈଦେହୀଶ ବିଳାସ ]