ଲୁଲି ପଡ଼ିବା
ଦେଖଣା
ଲୁଲି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁଲି ପଡ଼ିବା
|
ଦେଶଜ -କ୍ରିୟାପଦ - (ସଂସ୍କୃତ - ଲୁଳ ଧାତୁ)
[ସମ୍ପାଦନା]ଝାଉଁଳି ପଡ଼ିବା — To drop down.
[ଉ—ଲୁଳିପଡ଼ୁ ତୁ ପହୁଡ଼ିଲେ ମୃଦୁଳ ତୁଳୀ ତଳପରେ କ୍ଷଣେ— କବିସୂର୍ଯ୍ୟ. ସଙ୍ଗୀତ ]
ଲୁଲି ପଡ଼ିବା
|
ଝାଉଁଳି ପଡ଼ିବା — To drop down.
[ଉ—ଲୁଳିପଡ଼ୁ ତୁ ପହୁଡ଼ିଲେ ମୃଦୁଳ ତୁଳୀ ତଳପରେ କ୍ଷଣେ— କବିସୂର୍ଯ୍ୟ. ସଙ୍ଗୀତ ]