Jump to content

ଲୁଳିବା

ଉଇକିଅଭିଧାନ‌ରୁ

ଲୁଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ଲୁଳ୍ ଧାତୁ)

[ସମ୍ପାଦନା]
୧. ଶ୍ଳଥ ହୋଇ ଝୁଲିବା; ଲଟକିବା —୧. To dangle; to be wrinkled.
୨. ଦୋହଲିବା —୨. To hang to and fro.

[ଉ—ସୁସଞ୍ଚ ନାସାପୁଟେ ଲୁଳେ ଗଜମୋତି ପ୍ରାଚୀ ଶିଶୁ— ଶଙ୍କର. ଉଷା ଅଭକ୍ଷିଳାଷ ]

୩. କ୍ଳାନ୍ତ ହେବା; ଥକି ଯିବା —୩. To be exhausted.

[ଉ— ଲୁକି ଗଲାନି, ନିକୁଞ ସଞ୍ଚାରୁ ଚରଣ କଞ୍ଜ କବିସୂର୍ଯ୍ୟ. ରତ୍ନାକର ଚମ୍ପୁ ]

୪. ମଉଳିବା; ମ୍ଲାନହେବା — ୪ . To fade; to wither.

[ଉ— ନିଦାଘେ ଳୁଳିଲା ନବୀନ ମଞରୀ ପରି ଜମି ମୋର ଉରରେ କବହିସୂର୍ଯ୍ୟ. ସଙ୍ଗୀତ ]

୫. ଝାଉଁଳିବା —୫. To droop down.

[ଉ— ଲୁଳିଲା ଝଞ୍ଜାବାତେ ଲତିକା ପରାୟେ କୃଷ୍ଣସିଂହ ମହାଭାରତ. ବନ ]