ଲୁସ୍ ଲାସ୍
ଆମ୍ୱ ଆଦି ଫଳ କ୍ରମାଗତ ଝଡ଼ିବା ବେଳେ ହେବା ଶବ୍ଦ —The sound produced by continuous droping down of fruits; such as mangoes.
(ଯଥା—ଗୋଟି ଗୋଟି ହୋଇ ଗଛରୁ ଆମ୍ୱ ଲୁସ୍ଲାସି ଝଡ଼ୁଛି )