Jump to content

ଲୁହ

ଉଇକିଅଭିଧାନ‌ରୁ

ଲୁହ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋତକ, ପ୍ରା,. ଲୋଅ)

[ସମ୍ପାଦନା]

ଅଶ୍ରୁ; ଲୋତକ ===

(ଉ—ଏହା ବହି ଆଖିରୁ ଯାଉଛି ଲୁହ ବହି—କୃଷ୍ଣସିଂହ ମହାଭାରତ ଆଦି .)

[ଦ୍ରଷ୍ଟବ୍ୟ —ଶୋକ ଯୋଗୁଁ କଗିମ୍ୱା କଷ୍ଟ ପାଇ ମନୁଷ୍ୟ କାନ୍ଦିଲେ ତା ଆଖିରୁ ଲୁହ ଗଡ଼େ; ଆଖିରେ ଧୂଆଁ ବା ରାଗ ଦ୍ରବ୍ୟ ଲାଗିଲେ କିମ୍ୱା ରାଗ ହେଲେ ଆଖିରୁ ପାଣି ଗଡ଼େ ]