Jump to content

ଲୁହାକଣ୍ଟା

ଉଇକିଅଭିଧାନ‌ରୁ

ଲୁହାକଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋହକଣ୍ଟକ)

[ସମ୍ପାଦନା]

ମୁନିଆ, ଅଳ୍ପ ଲମ୍ୱ ଓ ସରୁଆ ଲୌହଖଣ୍ଡ —Iron nail.

[ଦ୍ରଷ୍ଟବ୍ୟ —ଲୁହା କଣ୍ଟାର ଆକାର ଓ ବ୍ୟବହାର ଅନୁସାରେ ଲୁହାକଣ୍ଟାରେ ଭିନ୍ନ ଭିନ୍ନ ନାମ ଅଛି ଯଥା— ପିରିକ, ଗୁଲିମେଖ, ବାଗିଆ, ଛତିବାଲା, ଗୋଡ଼ିଶାଲ, ମେଖ, ପିନା, ପୀନ୍ ଓ ହଜାରିମେଖ ]