Jump to content

ଲୁହାଚଣା ଚୋବା

ଉଇକିଅଭିଧାନ‌ରୁ

ଲୁହାଚଣା ଚୋବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - [ଯାଜପୁର ବିଶେଷ୍ୟ -

[ସମ୍ପାଦନା]

ଏକାଦଶାହ ଶ୍ରାଦ୍ଧ ପରେ କର୍ମ କର୍ତ୍ତା ଘରକୁ ଆସି ଭଜା ବିରି ଚାଉଳ ଆଦି ଚୋବାଇବା —The chewing of fried rice and other grains by the principal mourner on the eleventh night of a relative's death finishing the night ṡrāddha.