Jump to content

ଲୁହାରେ ପାଣି ଦେବା

ଉଇକିଅଭିଧାନ‌ରୁ

ଲୁହାରେ ପାଣି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅଭିପ୍ରେତ କାର୍ଯ୍ୟପାଇଁ ଯନ୍ତ୍ରାଦିକୁ ଦୃଢ଼ ଓ କଷ୍ଟଦାୟକ କରିବା ଉଦ୍ଦେଶ୍ୟରେ ଉତ୍ତପ୍ତ ଲୌହକୁ ଜଳଦ୍ୱାରା କ୍ରମଶଃ ଥଣ୍ଡା କରିବା —To temper iron.

[ଦ୍ରଷ୍ଟବ୍ୟ —ଏହି 'ପାଣି ଦେବା'ର କୌଣସି ସବୁ କାରିଗରମାନେ ଜାଣନ୍ତି ନାହିଁ ଏକପ୍ରକାର ଲୁହାରେ ତିଆରି ଯନ୍ତ୍ର 'ପାଣି ଦେବା'ର କୌଶଳ ବା ଭେଦ ଅନୁସାରେ କଷ୍ଟସହ ବା ଭଙ୍ଗପ୍ରବଣ ହୁଏ ଗରମ ହୋଇଥିବା ଲୁହାକୁ ହଠାତ୍ ପାଣିରେ ବୁଡ଼ାଇ ଦେଇ ଥଣ୍ଡା କରାଯାଏ, କିମ୍ୱା କ୍ରମଶଃ ଧୀରେ ଧୀରେ ଅଳ୍ପ ଅଳ୍ପ ଜଳ ଦେଇ ଥଣ୍ଡା କରାଯାଏ କିମ୍ୱା ବାୟୁଦ୍ୱାରା କ୍ରମଶଃ ଥଣ୍ଡା କରାଯାଏ ଏହି ପ୍ରକ୍ରିୟାକୁ 'ପାଣିଦେବା' ବୋଲାଯାଏ ]