ଲୁହା ଅଗୁଆ
ଦେଖଣା
ଲୁହା ଅଗୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁହା ଅଗୁଆ
|
ଲୁହାମୁଦି, ଲୁହାମୁଦିଆ ଲୁହାକଡ଼ା, ଲୁହାବଳା ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୌହନିର୍ମିତ ବଳୟ ବା ମୁଦି — Ring made of iron.
[ଦ୍ରଷ୍ଟବ୍ୟ —ବଳା ଖୁବ୍ ବଡ଼, ବଳାଠାରୁ କଡ଼ା ଛୋଟ, କଡ଼ାଠାରୁ ମୁଦିଆ ଛୋଟ, ମୁଦିଆଠାରୁ ମୁଦି ଛୋଟ ଓ ମୁଦିଠାରୁ ଆଗୁଆ ବା କଡ଼ି ଛୋଟ ]