Jump to content

ଲୁହା କଳଙ୍କି

ଉଇକିଅଭିଧାନ‌ରୁ

ଲୁହା କଳଙ୍କି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲୁହା ମୁରୁଚା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୌହ+କଳଙ୍କ)

[ସମ୍ପାଦନା]

ବହୁକାଳ ଅବ୍ୟବହୃତ ଅବସ୍ଥାରେ ରହିଲେ ବାୟୁର ଅମ୍ଳଜାନ (Oxygen)ର ପ୍ରଭାବରେ ଲୁହା ଉପରେ ସ୍ତର ବା ମଡ଼ିଚା — Iron-rust.