ଲୁହା ଖଡ଼ିକା
ଦେଖଣା
ଲୁହା ଖଡ଼ିକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପିଠାଖଡ଼ିକା; ନିଆଁ ଉପରେ ପିଠାକୁ ଓ ଭଜା ଆଦିକୁ ଲେଉଟାଇବା ପାଇଁ ବ୍ୟବହୃତ ସରୁ ଓ ଲମ୍ୱା ଲୌହଯଷ୍ଟି — A thin stick made of iron used in frying or turning things on a frying pan over fire.
[ଦ୍ରଷ୍ଟବ୍ୟ —ଏହିପରି ଲୁହା କରଛୁଲି, ଲୁହାଜାଲିଚଟୁ, ଲୁହାକରେଇ ଓ ଲୁହାବେଡ଼ି ଆଦି ହୁଏ ]