Jump to content

ଲୁହା ଗୁଣା

ଉଇକିଅଭିଧାନ‌ରୁ

ଲୁହା ଗୁଣା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଧାନ ବିଲରେ ହେବା ଏକପ୍ରକାର ଘାସ — A kind of weed growing in the paddy field.

[ଦ୍ରଷ୍ଟବ୍ୟ —ଏହାର ଚେର ଏପରି ଆଣ୍ଟ ଯେ, ଏହାକୁ ବଳୁଆ ମନୁଷ୍ୟ ମଧ୍ୟ ଓପାଡ଼ି ପାରେ ନାହିଁ ]