Jump to content

ଲୁହା ଜାଣି ପାଣି ଦେବା

ଉଇକିଅଭିଧାନ‌ରୁ

ଲୁହା ଜାଣି ପାଣି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବାକ୍ୟ (ଲକ୍ଷଣାର୍ଥ)

[ସମ୍ପାଦନା]

ସମୟ ଓ ସୁବିଧା ଦେଖି କୌଣସି ବ୍ୟକ୍ତି ବା କୌଣସି ବିଷୟ ପ୍ରତି ଉପଯୁକ୍ତ ପ୍ରୟୋଗ କରିବା; ଦେଶକାଳପାତ୍ର ବିବେଚନା କରି କାର୍ଯ୍ୟ କରିବା; ଶିର ଉଣ୍ଡି ଚଡ଼ୁ ଦେବା — (figurative) To strike the iron while it is hot; to catch time by the forelock; to make the best use of an opportunity.