Jump to content

ଲୁହା ଶିକୁଳା

ଉଇକିଅଭିଧାନ‌ରୁ

ଲୁହା ଶିକୁଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୌହଶୃଙ୍ଖଳା)

[ସମ୍ପାଦନା]

ଲୌହଶୃଙ୍ଖଳ —Iron chain.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ କାମ ପାଇଁ ଲୁହା କଡ଼ାମାନ ବଡ଼ ବା ସାନ ଏବଂ ମୋଟା ବା ସରୁ କରାଯାଏ ବାଚ୍ମାନଙ୍କରେ ସଂଲଗ୍ନ ଶିକୁଳା (ଚେନ୍) ଛୋଟ, ବନ୍ଦୀମାନଙ୍କର ଓ ପଶୁମାନଙ୍କ ହାତରେ ଗୋଡ଼ରେ ଦିଆଯିବା ଶିକୁଳା (ବେଡ଼ି) ତହୁଁ ମୋଟ; ଜମି ମାପ କରିବା ପାଇଁ ବ୍ୟବହୃତ ଶିକୁଳା (ଚେନ୍) ତହୁଁ ମୋଟ ଓ ଭାରି ପଥର ଆଦି ଉଠାଇବା ପାଇଁ ବ୍ୟବହୃତ ଶିରୁଳା ସବୁଠାରୁ ମୋଟ କରି ଗଢ଼ାଯାଏ ]