ଲୁହ ନ କାନ୍ଦି ରକ୍ତ କାନ୍ଦିବା
ଦେଖଣା
ଲୁହ ନ କାନ୍ଦି ରକ୍ତ କାନ୍ଦିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୁହ ନ କାନ୍ଦି ରକ୍ତ କାନ୍ଦିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅତ୍ୟନ୍ତ ମନୋବେଦନା ପ୍ରକାଶ ପୂର୍ବକ କାନ୍ଦିବା — To shed tears (literally blood) in utter grief or pain.
[ଦ୍ରଷ୍ଟବ୍ୟ —ମନକୁ ବିଶେଷ ବାଧା ହେଲେ ଲୋକେ ଏହା କହିଥାଆନ୍ତି, ଅର୍ଥାତ୍ ମୁଁ କାନ୍ଦିବାଦ୍ୱାରା ମୋ ଆଖିରୁ ଯେଉଁ ଲୁହ ଟୋପାମାନ ପଡ଼ୁଛି ତାହା ପ୍ରକୃତରେ ମୋ ହୃତ୍ପିଣ୍ଡରୁ ରକ୍ତ ବୋହିବା ପରି ମୋ ପ୍ରାଣକୁ କଷ୍ଟ ଦେଉଛି ]