Jump to content

ଲୂଡ

ଉଇକିଅଭିଧାନ‌ରୁ

ଲୂଡ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ବିଦେଶୀ ଖେଳ — An indoor game on a bord; ludo.

[ଦ୍ରଷ୍ଟବ୍ୟ —ଚାରିକୋଣିଆ ଗୋଟିଏ ପଟାଉପରେ ପଶା ପାଲିପରି ବିଭିନ୍ନ ବର୍ଣ୍ଣର ଛୋଟ ଛୋଟ ଚଉକୋଣିଆ ଘରାମାନ କଟା ଯାଇଥାଏ ଏଥିରେ ୪ ଜଣ ଖେଳାଳି ଖେଳନ୍ତି; ଗୋଟିଏ ଛୋଟ ସମଚତୁଷ୍କୋଣ କାଷ୍ଠଫଳକୁ (ଯହିଁରେ ୪ ପାଖରେ ଭିନ୍ନ ଭିନ୍ନ ସଂଖ୍ୟକ ଟୋପି ଟୋପିକା ଦାଗଥାଏ ତାକୁ) ଖେଳାଳିମାନେ ଗୋଟିଏ କାଠର ଖୋଳରେ ପୁରାଇ ହାତରେ ଧରି ତାକୁ ହଲାଇ ଦେଇ ଭୂମିରେ ପକାନ୍ତି ଓ ଫଳକର ଯେଉଁ ପାଖ ଚିତି ହୋଇ ଭୂମିରେ ପଡ଼େ, ସେହି ପାଖରେ ଅଙ୍କିତ ଚିହ୍ନର ସଂଖ୍ୟା ଅନୁସାରେ ଭିନ୍ନ ଭିନ୍ନ ଖେଳାଳିଙ୍କ ଗୋଟିମାନ ଚଳେ ଏ ଖେଳ ବିଦେଶରୁ (ସମ୍ଭବତଃ ଚୀନ ବା ଜାପାନରୁ ଆମ ଦେଶକୁ ଆସିଅଛି]